Odia Grammar Online Test 2021

Odia Grammar (ଓଡ଼ିଆ ଗ୍ରାମାର )

ନମସ୍କାର ବନ୍ଧୁଗଣ, newjobsodisha.com ପୋର୍ଟାଲ ରେ ସ୍ୱାଗତ | ଏଠାରେ ଆମେ ଓଡିଶା ର ସମସ୍ତ ସରକାରୀ କିମ୍ବା ବେସରକାରୀ ଚାକିରୀ ରେ ଆସୁଥିବା ଓଡ଼ିଆ ଗ୍ରାମାର (Odia Grammar) ଉପରେ ଆଲୋଚନା କରୁଛୁ , ଯାହା କି ଆପଣମାନଙ୍କୁ ସେହି Exam ରେ ସାହାଯ୍ୟ କରିବ |

ଧ୍ୟାନଦିଅନ୍ତୁ ବନ୍ଧୁଗଣ ଆପଣମାନେ ଯେତେ ଥର ପରୀକ୍ଷା ଦେବେ ସେତେଥର ପ୍ରଶ୍ନ ପରିବର୍ତନ ହେବ |

Odia Grammar

0%
107

Odia Grammar

This part is designed for the quiz’s description which aims to give more detailed information about the quiz before starting it.
This quiz is intended for checking your ଓଡ଼ିଆ ଗ୍ରାମାର (Odia Grammar) knowledge. It takes 10 minutes to pass the quiz. If you don’t finish the quiz within the mentioned time, all the unanswered questions will be counted as wrong. You can miss the question by clicking the “Next” button and return to the previous questions by the “Previous” button. Every unanswered question will be counted as wrong.

1 / 20

ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ

2 / 20

ମାର୍କୋନି ରେଡ଼ିଓ ଉଦଭାବନ କରିଥିଲେ | ଏହି ବାକ୍ୟରେ କର୍ମକାରକ ଚିନ୍ହାଅ ?

3 / 20

ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ

4 / 20

“ପ୍ରାସାଦ” ଶବ୍ଦର ସଠିକ ଅର୍ଥ ବାଛ |

5 / 20

ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ

6 / 20

କୃପଣର ବିପରୀତ ଶବ୍ଦ କଣ?

7 / 20

ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ

8 / 20

ନିଆଁ ର ପ୍ରତିଶବ୍ଦ କଣ?

9 / 20

“ସଙ୍ଗରୋଧ” ଶବ୍ଦର ସଠିକ ଅର୍ଥ ବାଛ |

10 / 20

“ଦେଶକେ ଫାଙ୍କ୍ ନଈକେ ବାଙ୍କ୍ ” ଲୋକବାଣୀ ର ଅର୍ଥ କ’ ଣ ?

11 / 20

ଖଜୁରୀଗଛ ମୂଳରୁ ପାହାଚ ପାହାଚ | ରେଖାଙ୍କିତ ଶବ୍ଦ କେଉଁ କାରକ ଅଟେ ?

12 / 20

ସୁନ୍ଦର ତୃପ୍ତିର ଅବସାଦ ନାହିଁ | ଯେତେ ଦେଖୁଥିଲେ ନୂଆ ଦିଶୁଥାଇ | ଏହି ପଦଟି କେଉଁ ଛନ୍ଦରେ ରଚିତ?

13 / 20

“ଅକ୍ଷମଣୀୟ” ଶବ୍ଦର ସଠିକ ଅର୍ଥ ବାଛ |

14 / 20

‘ହୁଙ୍କାପିଟା’ ରୂଢିର ଅର୍ଥ କ’ ଣ ?

15 / 20

ଆକାଶର ପ୍ରତିଶବ୍ଦ କଣ?

16 / 20

ନିମ୍ନଲିଖିତ ଵାକ୍ୟମାନଙ୍କ ମଧ୍ୟରୁ କେଉଁଟି ଏକ ବିସ୍ମୟସୂଚକ ବାକ୍ୟ ?

17 / 20

ପବନ ଧୀରେ ବହୁଛି | ଏଠାରେ କ୍ରିୟା ପଦ କେଉଁ ବିଭକ୍ତି ଅଟେ?

18 / 20

“ଅସମାହିତ” ଶବ୍ଦର ସଠିକ ଅର୍ଥ ବାଛ |

19 / 20

“ପ୍ରସାଦ” ଶବ୍ଦର ସଠିକ ଅର୍ଥ ବାଛ |

20 / 20

ଘୋଡାର ପ୍ରତିଶବ୍ଦ କଣ?

Your score is

The average score is 61%

0%

Hello friends, welcome to the newjobsodisha.com portal Here we are discussing Odia Grammar coming in all government or private jobs in Odisha , which will help you in that Exam.

Career Portal Odisha For More Details Please Visit the Official Website

Thank You for Visit Again.

Click here for the more free job alert Odisha

Leave a Comment